Below header

ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ଆରମ୍ଭ ହେଲା ପ୍ରତିମୂର୍ତ୍ତି ସ୍ଥଳ ସଫେଇ କାର୍ଯ୍ୟକ୍ରମ,ଯୋଗଦେଲ ବହୁ ବରିଷ୍ଠ ଓ କନିଷ୍ଠ ସାମ୍ବାଦିକ

ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓଡ଼ିଶା ପକ୍ଷରୁ ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ବିଭିନ୍ନ ସଂସ୍ଥାର ବରିଷ୍ଠ ସାମ୍ବାଦିକ ଓ ଯୁବ ସାମ୍ବାଦିକମାନେ ଯୋଗ ଦେଇ  ପ୍ରତିମୂର୍ତ୍ତି ସ୍ଥଳ ସଫା କରିବା ସହ ମାଲ୍ୟାର୍ପଣ, ସ୍ମୃତି ଚାରଣ ଓ  ପରେ ବୃକ୍ଷ ରୋପଣ କରିଥିଲେ।  ଆଗାମୀ ଦିନରେ ଏହି ସଂସ୍କୃତି ସୁରକ୍ଷା ଅଭିଯାନ ରାଜଧାନୀର ବିଭିନ୍ନ ମହାପୁରଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ସଫେଇ କାମ ଜାରି ରଖିବ ବୋଲି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.