Below header

ସାଧାରଣତନ୍ତ୍ର ଦିବସ ପରେଡରେ ଦ୍ବିତୀୟ ସ୍ଥାନ ପାଇଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଜ୍ଞାପନ ମେଢ଼

ଦିଲ୍ଲୀ ରାଜପଥରେ ଗଡ଼ିଥିବା ରୁକୁଣା ରଥ ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ । ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ଓଡ଼ିଶାରୁ ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇଥିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରଥ । ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ରହିଛି ଓଡ଼ିଶା ଓ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.