Browsing Tag

republic day parade

ମୋଦିଙ୍କ ସହିତ ସେଲଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି, Xରେ ପୋଷ୍ଟ କଲେ ଫଟୋ

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଭାରତକୁ ଦୁଇ ଦିବସୀୟ ରାଜକୀୟ ଗସ୍ତରେ ଆସିଛନ୍ତି । ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ସେଲଫି ଫଟୋ ପୋଷ୍ଟ କରିଛନ୍ତି…

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌, ପ୍ରଥମ ଥର ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । ଚଳିତବର୍ଷ ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ । ଭାରତୀୟ ବାୟୁସେନା ଦଳରେ ସେମାନେ ସାମିଲ ହେବେ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ସ୍ଥଳସେନାର ଯବାନ, ନୌସେନା ଏବଂ ବାୟୁସେନାର ମହିଳା ଅଗ୍ନିବୀର ମିଳିତ…

ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌

ଏଥର ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌। ପିଟିଆଇ ମୁତାବକ, ଏ ନେଇ ମାକ୍ରୋନଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ ପଠାଇଛି ଭାରତ। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ…

୨୦୨୪ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ କେବଳ ମହିଳା

ନୂଆଦିଲ୍ଲୀ : ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ବା ଜାନୁଆରୀ ୨୬ ରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଯୋଗଦେବେ କେବଳ ମହିଳା । ମହିଳାମାନେ ଦେଖାଇବୋ ବୀରତ୍ୱର ପରାକାଷ୍ଟା । ଏପରିକି ପରେଡ୍ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ ବି କେବଳ ମହିଳା ନଜର ଆସିବେ ବୋଲି କୁହାଯାଉଛି।…

ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଫୁଲଡ୍ରେସ ରିହର୍ସଲ

ଭୁବନେଶ୍ୱର(କେନ୍ୟୁଜ):  ଆଉ ଦିନକ ପରେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଏଯାଏ ପ୍ରସ୍ତୁତି । ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଫୁଲଡ୍ରେସ ରିହର୍ସଲ । ପୋଲିସ ଡିଜିଙ୍କ ଉପସ୍ଥିତିରେ ଚାଲିଛି ପରେଡ୍‌। କୋଭିଡର ୨ ବର୍ଷ ପରେ ଗାନ୍ଧି ମାର୍ଗରେ…

କୁହୁଡ଼ିଆ ପାଗ ପାଇଁ ବଡ ନିଷ୍ପତ୍ତି: ଏ ବର୍ଷ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ଜାନୁଆରୀ ୨୬ ପରେଡ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି । ସକାଳ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ପରେଡ୍‌ । ପରେଡ୍‌ ପାଇଁ ରାଜପଥରେ ଜୋରସୋର ଚାଲିଛି ରିହରସଲ । ପରେଡ୍‌ ବେଳେ ରାଜପଥର ଉଭୟ…

ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପରେଡର ନେତୃତ୍ୱ ନେବେ ଯୁବ ଆଇପିଏସ ଏସ୍‌. ସୁଶ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳ୍ପ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ପରେଡର ନେତୃତ୍ୱ ନେବେ…

ସାଧାରଣତନ୍ତ୍ର ଦିବସ ପରେଡରେ ଦ୍ବିତୀୟ ସ୍ଥାନ ପାଇଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରଜ୍ଞାପନ ମେଢ଼

ଦିଲ୍ଲୀ ରାଜପଥରେ ଗଡ଼ିଥିବା ରୁକୁଣା ରଥ ଦେଶରେ ଦ୍ୱିତୀୟ ସର୍ବଶ୍ରେଷ୍ଠ । ସାଧାରଣତନ୍ତ୍ର ଦିବସ ପରେଡରେ ଏଥର ଓଡ଼ିଶାରୁ ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇଥିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରଥ । ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ରହିଛି ଓଡ଼ିଶା ଓ ଉତ୍ତରପ୍ରଦେଶର…

୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଶକ୍ତି ପ୍ରଦର୍ଶନ କଲେ ନାରୀ, ପ୍ୟାରେଡ୍‌ରେ ପ୍ରଥମ ଥର ପାଇଁ ବାଇକ୍‌ ଷ୍ଟଣ୍ଟ…

ଆଜି ସାରା ଭାରତବର୍ଷରେ ପାଳିତ ହେଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀର ରାଜପଥରେ ସେନା ବାହିନୀ ତରଫରୁ ପରାକ୍ରମ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ…