Below header

୨୦୨୪ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ କେବଳ ମହିଳା

ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ବା ଜାନୁଆରୀ ୨୬ ରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଯୋଗଦେବେ କେବଳ ମହିଳା । ମହିଳାମାନେ ଦେଖାଇବୋ ବୀରତ୍ୱର ପରାକାଷ୍ଟା । ଏପରିକି ପରେଡ୍ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ ବି କେବଳ ମହିଳା ନଜର ଆସିବେ ବୋଲି କୁହାଯାଉଛି। ଏମିତି ନିଷ୍ପତ୍ତି ନିଆଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ।

ନୂଆଦିଲ୍ଲୀ : ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ବା ଜାନୁଆରୀ ୨୬ ରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଯୋଗଦେବେ କେବଳ ମହିଳା । ମହିଳାମାନେ ଦେଖାଇବୋ ବୀରତ୍ୱର ପରାକାଷ୍ଟା । ଏପରିକି ପରେଡ୍ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ ବି କେବଳ ମହିଳା ନଜର ଆସିବେ ବୋଲି କୁହାଯାଉଛି। ଏମିତି ନିଷ୍ପତ୍ତି ନିଆଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ।

୨୦୨୪ ପ୍ୟାରେଡ ପାଇଁ ନୂଆଦିଲ୍ଳୀ କର୍ତ୍ତବପଥରେ ହେବାକୁ ଥିବା ପରେଡରେ କେବଳ ମହିଳାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୩ ସେନା ବାହିନୀ ଓ ବିଭିନ୍ନ ମନ୍ତ୍ରଣାଳୟକୁ ଜଣାଇଛି । ବିଭିନ୍ନ ବିଭାଗ ସହ ଆଲୋଚନା ପରେ ୨୦୨୪ ସାଧାରଣତନ୍ତ୍ର ପରେଡ ବା ଜାନୁଆରୀ ୨୬ ପରେଡରେ କେବଳ ମହିଳାମାନେ ଯୋଗଦେବେ ବୋଲି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.