ରାଜ୍ୟର ଏହି ସ୍ଥାନରେ ରହିଛି କାଳବୈଶାଖୀ ଆଶଙ୍କା, ୧୧ଟି ଜିଲ୍ଳାରେ ସତର୍କତା ଜାରି

ଭୁବନେଶ୍ୱର : ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ରାଜ୍ୟ ମାନଙ୍କରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ସମ୍ବଲପୁର, ବୌଦ୍ଧ,କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକ ସାମିଲ ରହିଛନ୍ତି। ଏହି ରାଜ୍ୟ ଗୁଡିକୁ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.