କୁକୁର ଭୁକାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମୃତ୍ୟୁ

ସାଲେପୁର : କୁକୁର ଭୁକାକୁ ନେଇ ବୃଦ୍ଧକୁ ଆକ୍ରମଣ। ଗୁରୁତର ଅବସ୍ଥାରେ ଜଗସିଂହପୁର ମେଡିକାଲ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତକ ହେଲେ କିଶନ ନଗର ଥାନା ବିଶ୍ୱାଳପଡା ଗ୍ରାମର ଉମେଶ ଭୋଇ। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ କାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବ ସୂଚନା ମିଳିଥିବା ବେଳେ ୩ ଜଣକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ବ୍ୟବହାର ହୋଇଥିବା ଭୁଜାଲି ବା ଅସ୍ତ୍ର ଜବତ। କରିଛି ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପୋଲିସ ସୁଚନା ଦେଇଛି । ଏନେଇ କିଶୋର ନଗର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.