ମୟୁରଭଞ୍ଜ: ଫୁଲ ତୋଳିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ମୟୁରଭଞ୍ଜ: ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ମୟୁରଭଞ୍ଜ ମୋରଡ଼ା ଥାନା ପଳାଶମୁଣ୍ଡଳୀ ଗାଁର ସୁଭଦ୍ରା ରଣା ମୃତ। ସୁଭଦ୍ରା ଫୁଲ ତୋଳିବାକୁ ଯାଇଥିବାବେଳେ ହାତୀ ଶୁଣ୍ଡରେ ଟେକିଦେଇ କଚାଡି ଦେଇଥିଲା।

ଫଳରେ ଘଟମାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୟୁରଭଞ୍ଜରେ ଦୀର୍ଘ ମାସ ଧରି ହାତୀ ଆତଙ୍କ ଲାଗିରହିଛି। ହାତୀ ପଲ ଗାଁରେ ପଶି ଘରଦ୍ୱାର ଭାଙ୍ଗି ଦେଥିବାବେଳେ ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.