ସୁନ୍ଦରଗଡ଼ ଲହଣ୍ଡାବୁଡ ଗାଁରେ ଅଘଟଣ: ଟିଭି ଫାଟି ଜଣେ ମୃତ, ୨ଜଣ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଧରୁଆଡିହି ଥାନା ଲହଣ୍ଡାବୁଡ ଗାଁରେ ଅଘଟଣ । ଟିଭି ଫାଟି ଜଣେ ମୃତ, ଦୁଇ ଜଣ ଗୁରୁତର । ପରିବାରର ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ପିଲା ଗୁରୁତର ହୋଇଛନ୍ତି । ଗୁରୁତର ସ୍ୱାମୀ ଓ ୬ ମାସର ଶିଶୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସଟ୍‌ ସର୍କିଟ ଯୋଗୁ ଟିଭି ଫାଟିଥିବା ସୂଚନା ମିଳିଛି ।