ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୧୦ ଲକ୍ଷ କ୍ୟୁସେକ୍‌ ଜଳ: କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ଆଲର୍ଟ

କଟକ: ଆଜି ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପହଞ୍ଚିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଛୋଟ ଛୋଟ ନଦୀ ପ୍ରଭାବିତ ହେବ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

ହୀରାକୁଦର ୪୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଯାହାଫଳରେ ମହାନଦୀରେ ବନ୍ୟା ଆଶଙ୍କା ଦେଖାଯାଇଛି। ମହାନଦୀର ଜଳସ୍ତର ବଢିଲେ ତିଗିରିଆ ଓ ନରସିଂହପୁର ଅଞ୍ଚଳ ଜଳାର୍ଣ୍ଣବ ହେବାର ସମ୍ଭାବନା ରହିଛି । ସେଥିପାଇଁ ରାଜ୍ୟ ସରକାର ସତର୍କ ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.