ସାବଧାନ୍ ! ଅନଲାଇନରେ ମୋବାଇଲ ବୁକ୍‌ କରି କିଣିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ଡମି ମୋବାଇଲ

ଭୁବନେଶ୍ୱର(କେନ୍ଯୁଜ୍): ଅନଲାଇନ୍‌ ଠକେଇ ଗ୍ୟାଙ୍ଗ ସକ୍ରିୟ। ଦାମୀ କମ୍ପାନୀ ମୋବଇଲର ଫଟୋ ଓ ଫିଚର ଦେଖାଇ ଠକେଇ। ଅନଲାଇନରେ ମୋବାଇଲ ବୁକ୍‌ କରି କିଣିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି ଡମି ମୋବାଇଲ । ମୋଟା କାଚ ଗୋଟିଏ ଜିପ ବକ୍ସରେ ପାଉଛନ୍ତି ।

ସାଇବର ଠକଙ୍କ ଠାରୁ ସତର୍କ ରହିବା ପାଇଁ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଜାରି କରାଯାଇଛି ହେଲପ୍‌ଲାଇନ ନମ୍ବର। ଠକାମିର ଶିକାର ହେଲେ ୭୦୭୭୭୯୮୧୧୧ ହେଲ୍‌ପ ଲାଇନ୍‌ ନମ୍ବରରେ ଜଣାଇବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.