ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ୫୦ ଲକ୍ଷ ଠକେଇ, ପଶ୍ଚିମବଙ୍ଗରୁ ଠକକୁ ଗିରଫ କଲା ପୋଲିସ
ଭୁବନେଶ୍ୱର : ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଠକେଇ । ପଶ୍ଚିମବଙ୍ଗରୁ ଠକକୁ ଗିରଫ କଲା କମିଶନରେଟ ପୋଲିସ । ଉଚ୍ଚ ରିଟର୍ନ ଦେବା ପ୍ରଲୋଭନ ଦେଖାଇ ପ୍ରାୟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟର ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ…