Browsing Tag

online fraud

ସାଇବର ଠକେଇର ଶିକାର ହେଲେ ରାଜଧାନୀର ଜଣେ ଅଧ୍ୟାପିକା, QR କୋଡ ପେ ଲିଙ୍କ୍‌ ପଠାଇ ଲୁଟି ନେଲେ ୧୯ ହଜାର ଟଙ୍କା

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ରାଜଧାନୀର ଜଣେ ଅଧ୍ୟାପିକା । ହଜାରେ କି ଦୁଇ ହଜାର ନୁହେଁ, ଅଧ୍ୟାପିକାଙ୍କ ଠାରୁ ଠକିନେଲେ ୧୯ ହଜାର ଟଙ୍କା । OLXରେ ଓ୍ଵାସିଂ ମେସିନ୍‌ ବିକ୍ରି ପାଇଁ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଅଧ୍ୟାପିକା । ସାଇବର ଠକ ଆଡ୍‌…

ସୋଫା ବିକିବା ମହଙ୍ଗା ପଡ଼ିଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଝିଅ ହେଲେ ଅନ୍‌ଲାଇନ ଠକେଇର ଶିକାର, ୩୪ ହଜାର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଝିଅ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଅନ୍‌ଲାଇନରେ ସୋଫା ବିକ୍ରି କରିବା ମହଙ୍ଗା ପଡ଼ିଛି। ତାଙ୍କ ଆକାଉଣ୍ଟରୁ ସାଇବର ଠକ ୩୪ ହଜାର ଟଙ୍କା ଗାଏବ କରି ନେଇଛନ୍ତି। ଖବର ମୁତାବକ, କେଜରିଓ୍ଵାଲଙ୍କ ଝିଅ ଏକ ପୁରୁଣା ସୋଫାକୁ ବିକ୍ରି…

ଟିକିଏ ଅବହେଳା ଖାଲି କରିଦେବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଭୁଲରେ ବି ହ୍ଵାଟ୍ସଆପରେ କରନ୍ତୁନାହିଁ ଏହି ୧୦ଟି ଭୂଲ

ଫାଷ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପକୁ ଦୁନିଆର କୋଟି କୋଟି ୟୁଜର୍ସ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପ ଅଧିକାଂଶ ୟୁଜର୍ସଙ୍କ ପାଇଁ ଚାଟିଙ୍ଗ ଏବଂ ମେସେଜିଙ୍ଗର ପ୍ରାଇମେରୀ ତରିକା ହୋଇଗଲାଣି। ଗୋଟିଏ ପଟେ କୋଟି କୋଟି ଲୋକ ଏହାକୁ ବ୍ୟବହାର କରୁଥିବାବେଳେ ଅନ୍ୟପଟେ ହ୍ୟାକର୍ସ ମଧ୍ୟ ଏହି ପ୍ଲାଟଫର୍ମ…

ଏହି ୫ଟି ଉପାୟରେ ହ୍ୟାକର୍ସଙ୍କୁ ମିଳିଥାଏ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଚାବି, କେବେ ବି କରନ୍ତୁନି ଏଭଳି ଭୁଲ୍‌

ଗୋଟିଏ ପଟେ ଯେଉଁଠି ଭାରତ ସରକାର ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଉଛନ୍ତି, ସେଠି ଅନ୍ୟପଟେ ଲୋକେ ବେଶି ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ବିଗତ କିଛିବର୍ଷ ହେବ ଦେଶରେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଠକେଇ ମାମଲା ବଢ଼ିଚାଲିଛି। ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ…

ଅନଲାଇନ କିଣିଥିଲେ ଶାଢ଼ୀ କିନ୍ତୁ ରିଟର୍ଣ୍ଣ କରିବା ପଡିଗଲା ମହଙ୍ଗା, ଆକାଉଣ୍ଟରୁ ଲୁଟିନେଲେ ୯୯,୦୦୦ ଟଙ୍କା

ଅନଲାଇନ କିଣିଥିବା ଶାଢ଼ୀକୁ ରିଟର୍ନ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଯାଇଛି । ସାଇବର ଚୋରମାନେ ଏହି ଭେଲ ୱାର୍କରଙ୍କ ଖାତାରୁ ୯୯,୦୦୦ ଟଙ୍କା ଲୁଟି ନେଇଯାଇଛନ୍ତି । ତେବେ ଏହି ସମ୍ବନ୍ଧରେ ବ୍ୟକ୍ତି ଜଣକ କୋତବାଲି ରାଣୀପୁରରେ ଏକ ମାମଲା ରୁଜୁ କରାଇଛନ୍ତି । ସୂଚନା ଅନୁଯାୟୀ…

ସାବଧାନ୍‌! ସିମ୍‌ ଏବଂ ହ୍ଵାଟସଅପ୍‌ ଦ୍ୱାରା ଚୋରି ହୋଇପାରେ ଆପଣଙ୍କ ଟଙ୍କା, ଏପରି ରୁହନ୍ତୁ ସତର୍କ

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଚୋରିର ଅନେକ ସ୍ମାର୍ଟ ତରିକା ସାମ୍ନାକୁ ଆସୁଛି। ପ୍ରାୟ ପ୍ରତ୍ୟେକଦିନ ଆମେ କିଛି ନା କିଛି ଫ୍ରଡ୍‌ ହୋଇଥିବା ଘଟଣା ଶୁଣୁଛନ୍ତ। ତେବେ ଏଭଳି ସ୍ଥିତିରେ ଆମକୁ ବହୁତ ସତର୍କରେ ରହିବାକୁ ପଡିବ। ଆମେ ସମସ୍ତେ ବେଳେବେଳେ ଏମିତି ଭୁଲ କରିଦିଅନ୍ତି ଯାହାଦ୍ୱାରା ଆମ…

ଗୁଗଲରେ ସର୍ଚ୍ଚ କରୁଛନ୍ତି କି କଷ୍ଟମର କେୟାର ନମ୍ବର, ତେବେ ସାବଧାନ ! ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

କଣ ଆପଣ ମଧ୍ୟ କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର ଖୋଜିବା ପାଇଁ ଗୁଗଲ ସର୍ଚ୍ଚ ପ୍ରୟୋଗ କରୁଛନ୍ତି କି ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇପାରେ। ଇଣ୍ଟରନେଟ ଜରିଆରେ ହେଉଥିବା ଫ୍ରଡ ବିଷୟରେ ଆମେ ସବୁଦିନ ଶୁଣିଆସିଛନ୍ତି କିନ୍ତୁ ଏହା ବିଲକୁଲ ନୂଆ ଉପାୟ। ନିକଟରେ ଏକ ଘଟଣାରେ…

ଡିଜିଟାଲ ପେମେଣ୍ଟ କରି ମହିଳା କିଣିଲେ ବିୟର, ସଙ୍ଗେ ସଙ୍ଗେ ଆକାଉଣ୍ଟରୁ କଟିଗଲା ୮୭ହଜାର ଟଙ୍କା

ମୁମ୍ବାଇରେ ଜଣେ ମହିଳାଙ୍କୁ ୟୁପିଆଇ ବ୍ୟବହାର କରି ବିୟର କିଣିବା ପଡିଲା ମହଙ୍ଗା। ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୮୭ ହଜାର ଟଙ୍କା। ରିପୋର୍ଟ ଅନୁଯାୟୀ ମହିଳା ଜଣଙ୍କ ମୁମ୍ବାଇର ପୋଓ୍ଵାଇ ଅଞ୍ଚଳରେ ଥିବା ଷ୍ଟାର ଓ୍ଵାଇନ୍‌ ସପ ପାଇଁ ଲିଷ୍ଟେଡ୍‌ ନମ୍ବରକୁ ଫୋନ କଲେ। ଏହାପରେ ଦୋକାନୀ ତାଙ୍କୁ…

ଶସ୍ତାରୁ ହିନସ୍ତା : ୬ ଲକ୍ଷ ଟଙ୍କାରେ ଅନଲାଇନରେ କିଣିଲେ ଆଲିସାନ୍ ବଙ୍ଗଳା, ହେଲେ ଦେଖିବାକୁ ପହଁଚିବାବେଳକୁ…

ସାଉଥ୍ ଫ୍ଳୋରିଡା : ଶସ୍ତାରୁ ହିନସ୍ତା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସାଉଥ୍ ଫ୍ଳୋରିଡାରେ । ଆମେ ବିଭିନ୍ନ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ ଧରଣରେ ଅନଲାଇନ୍ ଜରିଆରେ ଠକାମୀର ଶିକାର ହୋଇଥିବାର ଶୁଣିଥିଲେ । ହେଲେ ଅନଲାଇନ୍ ଜରିଆରେ ଜଣେ ବ୍ୟକ୍ତି ଏପରି ଭାବେ ଟଙ୍କାକୁ ଲଗାଇଲେ ଯେ ଯାହାକୁ…

ମାତ୍ର ଗୋଟିଏ ଭୁଲ ଏବଂ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ, ଠାକମୀରୁ ବଞ୍ଚିବା ପାଇଁ ରଖନ୍ତୁ ଏହି କଥାର ଧ୍ୟାନ

ଭାରତରେ କିଛି ବର୍ଷ ହେଲା ଡିଜିଟାଲ ନେଣଦେଣର ମାତ୍ରା ବଢ଼ିବାରେ ଲାଗିଛି। ଏପରିକି ୨୦୨୧ମସିହା ପର୍ଯ୍ୟନ୍ତ ସାରାଦେଶ ଡିଜିଟାଲ ହୋଇଯିବ ବୋଲି ମଧ୍ୟ ଆଶା କରାଯାଉଛି। ଲୋକଙ୍କ ମଧ୍ୟରେ ଇଣ୍ଟରନେଟର ବ୍ୟବହାର ଏବଂ ଡିଜିଟାଲ ପେମେଣ୍ଟର ବଢ଼ିଥିବା ବେଳେ ବଢ଼ିଛି ଏନେଇ ଠକାମୀ। ତେବେ କିଛି ଜିନିଷ ଉପରେ…

ଅନଲାଇନରେ ବିରିୟାନୀ ଅର୍ଡର କ୍ୟାନ୍ସଲ କରିବା ପଡିଲା ମହଙ୍ଗା,ଖାତାରୁ କଟିଗଲା ୫୦ ହଜାର ଟଙ୍କା

ଜଣେ ଯୁବକକୁ ଅନଲାଇନ ବିରିୟାନୀ ଅର୍ଡର କରିବା ବହୁତ ମହଙ୍ଗା ପଡିଲା ଯେ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟରୁ ୪୯,୯୯୭ ଟଙ୍କା କଟିଗଲା। ଏହା ସେତେବେଳେ ହେଇଛି ଯେତେବେଳେ ସେ ଏହି ଅନଲାଇନ ଅର୍ଡରକୁ କ୍ୟାନ୍ସଲ କରିବା ପାଇଁ ଚେଷ୍ଟା କରୁଥିଲା। ତିନି ଥରରେ ତାଙ୍କର ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା…