Below header

୩ ଦିନ ଧରି ବସ୍ ଚଳାଚଳ ଠପ୍ : OSRTC ବସ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା

ଭୁବନେଶ୍ବର (କେନ୍ଯୁଜ୍) : ଗଡିବନି ସରକାରୀ ବସ୍। ୪ ଦଫା ଦାବି ନେଇ OSRTC ବସ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନକୁ ୩ ଦିନ ଧରି ବସ୍ ଚଳାଚଳ ଠପ୍ ହୋଇଯାଇଛି। ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ୭ମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବା ଓ ବେଆଇନ ରାତିଅଧିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବସ୍ ନ ଚାଲିବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.