Below header

ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ

ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ । TGT(PCM) ଓ TGT(CBZ) ରେଜଲ୍ଟ ପ୍ରକାଶ ପାଇଛି ।

ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ । TGT(PCM) ଓ TGT(CBZ) ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୧୭୯୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁମୋଟ ୨୬୬୪ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ପ୍ରିଲିମନାରୀ ଟେଷ୍ଟ, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ ଯାଞ୍ଚ ପରେ ମୋଟ ୧୭୯୯ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଟିଜିଟି କଳା, ପିଇଟି, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.