Browsing Tag

OSSC

OSSC ସମ୍ମୁଖରେ ରାତି ସାରା ଜେଇ ପରୀକ୍ଷାର୍ଥୀଙ୍କ ଧାରଣା, ପରୀକ୍ଷା ସରିବାର ଦୀର୍ଘଦିନ ପରେ ବି ବାହାରୁନି ରେଜଲ୍ଟ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ । ରାଜଧାନୀର ଶୀତୁଆ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି ଜେଇ ପରୀକ୍ଷର୍ଥୀ। CTSRE–2024 କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି । OSSC ଦ୍ୱାରା ଜେଇ ପ୍ରିଲିମିନାରୀ ପରୀକ୍ଷା ମେ ମାସରେ ଏବଂ ମେନ ପରୀକ୍ଷା…

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଫିସ ଘେରିଲେ ଆଶାୟୀ LTR ସଂସ୍କୃତ ଶିକ୍ଷକ

ରାଜଧାନୀରେ ଗର୍ଜିଲେ ଆଶାୟୀ LTR ସଂସ୍କୃତ ଶିକ୍ଷକ । ଭୁବନେଶ୍ବରରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ସଂସ୍କୃତ ଶିକ୍ଷକ ନିଯୁକ୍ତି ପରୀକ୍ଷା ମେଧା ତାଲିକା ପ୍ରକାଶରେ ବିଳମ୍ବକୁ ନେଇ ପ୍ରତିବାଦ । ତୁରନ୍ତ ରେଜଲ୍ଟ ବାହାର…

ଓଏସଏସସିର କାମଚଳା ଅଧ୍ୟକ୍ଷ ଭାବେ ସୁଧାକର ବୁର୍ଗୀ ନିଯୁକ୍ତ

ଭୁବନେଶ୍ୱର : ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା । ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ଅଭୟ । ରାଜ୍ୟ ସରକାରଙ୍କ ତାଙ୍କ ଇସ୍ତଫାପତ୍ରକୁ ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି । ଅଭୟଙ୍କ ସ୍ଥାନରେ ପୂର୍ବତନ ଆଇଏଏସ ସୁଧାକର ବୁର୍ଗୀଙ୍କୁ ଓଏସଏସସିର କାମଚଳା…

OSSC ରେ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି, ବିନା ଶୁଳ୍କରେ କରନ୍ତୁ ଆବେଦନ

ଓଡିଶା ଯୁବପିଢିଙ୍କ ପାଇଁ ଖୁସି ଖବର । ଓଏସଏସସି ପକ୍ଷରୁ ଗ୍ରୁପ ଏ ଏବଂ ଗ୍ରୁପ ବି ଅଧିନରେ ଲିଭ ଟ୍ରେନିଂ ରିଜର୍ଭ ପାଇଁ ୬ ହଜାରରୁ ଅଧିକ ପଦବୀ ଖାଲି ପଡିଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୮ ଫେବୃଆରୀ ରହିଛି…

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ରେ ୩୨୪ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।  କମ୍ବାଇଡ ହାଇଅର ସେକେଣ୍ଡାରୀ ଲେବଲରେ ପୋଷ୍ଟ ଖାଲି ପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୩୨୪ ଅଣ ସଂରକ୍ଷିତ-୧୮୮, SEBC-୨, ଅନୁସୂଚିତ…

OSSCରେ ନିିଯୁକ୍ତି ସୁଯୋଗ, ୧୭୩ ପଦବୀ ପାଇଁ କରନ୍ତୁ ଆବେଦନ

ଓଏସଏସସି (OSSC) ପକ୍ଷରୁ ଆସିଛି ବଡ ନିଯୁକ୍ତି ସୁଯୋଗ । ଯେଉଁ ଆଶାୟୀ ପ୍ରାର୍ଥୀ ଅର୍ଥନୀତି, ଗଣିତ, ସମାଜବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆପ୍ଲିକେସନ୍‌ ଇତ୍ୟାଦି ସହ କଳା କିମ୍ବା ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ, ସେମାନେ ଏଥିରେ ଆବେଦନ କରିପାରିବେ ।…

ପୁଣି ପରୀକ୍ଷା କରିବାକୁ ଦାବି, ନିଯୁକ୍ତି ପରୀକ୍ଷାରେ ରହୁନି ସ୍ବଚ୍ଛତା, ଆଶାୟୀ ହତାଶ

ନିଯୁକ୍ତି ପରୀକ୍ଷାରେ ରହୁନି ସ୍ବଚ୍ଛତା, ଆଶାୟୀ ହତାଶ ।  ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରାଯାଉନାହିଁ ।  ପ୍ରତିଯୋଗିତା ମୂଳକ ନିଯୁକ୍ତି ପରୀକ୍ଷାରେ କେତେବେଳେ ପ୍ରଶ୍ନପତ୍ର ଘୋଟାଲା ଅଭିଯୋଗ ଆସୁଛି ତ ଆଉ କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ରହୁଛି ।  ଭିତ୍ତିଭୂମି…

OSSC ରେ ତୁରନ୍ତ ୬୩୭ ପଦବୀ ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ପକ୍ଷରୁ ନୋଟିଫିକେସନ ଜାରି ହୋଇଛି । ଏହି ନୋଟିଫିକେସନ ମୁତାବକ ୬୩୭ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଟେକ୍ନିକାଲ ଆସିଷ୍ଟାଣ୍ଟ, ହୋମିଓପାଥି ଆସିଷ୍ଟାଣ୍ଟ ପଦବୀ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ CHSL examinations…

ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ

ପ୍ରକାଶ ପାଇଲା ରେଗୁଲାର TGT ବିଜ୍ଞାନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ । TGT(PCM) ଓ TGT(CBZ) ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୧୭୯୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁମୋଟ ୨୬୬୪ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଗିରଫ

ବାଲେଶ୍ବର(କେନ୍ୟୁଜ୍):   OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଗିରଫ । ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମାନଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ମାଷ୍ଟରମାଇଣ୍ଡ ସମେତ ୧୭ ଜଣ ଗିରଫ ହୋଇଥିଲେ। ପ୍ରଶ୍ନପତ୍ର ଲିକ୍‌ ମାମଲାରେ…

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ ; ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ହେଲେ ଅଧ୍ୟକ୍ଷ 

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର-OSSCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଅଭୟ । ଦାୟିତ୍ୱ ଗ୍ରହଣଠୁ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ। ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଓ ନିଯୁକ୍ତି…

ଖୋଲିବାରେ ଲାଗିଛି ବିରଞ୍ଚିଙ୍କ କଳାଧନର ଗୁମର, ସାମ୍ନାକୁ ଆସୁଛି ଏହି ସାଂଘାତିକ ଅଭିଯୋଗ

ଭୁବନେଶ୍ବର(କେନ୍ଯୁଜ୍): ଫିଟୁଛି ଚାକିରି ଦୁର୍ନୀତି ଗୁମର । OSSC ପିଏସଙ୍କୁ ଚାକିରିରୁ ବିଦା କରିବା ପରେ ତାଙ୍କ ଅମାପ କଳାଧନର ଗୁମର ଖୋଲିବାରେ ଲାଗିଛି । ତାଙ୍କ ବିରୋଧରେ ଆସିବାରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । ଗ୍ରୁପ ବି ପାଇଁ ୧୦ ଲକ୍ଷ, ଗ୍ରୁପ ସି ପାଇଁ ୫ଲକ୍ଷ ଟଙ୍କା…