ଚିକିତ୍ସିତ ଅବସ୍ଥାରେ ଭଞ୍ଜନଗର ପିଇଓଙ୍କ ମୃତ୍ୟୁ, ମାସେ ତଳେ ବ୍ଲକ୍ ଅଫିସ୍‌ରେ ପିଇଥିଲେ ବିଷ

ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ମାସେ ତଳେ ବ୍ଲକ୍ ଅଫିସ୍‌ରେ ପିଇଥିଲେ ବିଷ।

ବ୍ରହ୍ମପୁର(କେନ୍ୟୁଜ): ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୧୨ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.