ନୟାପଲ୍ଲୀ ବ୍ରିଟ କଲୋନୀରେ କାର୍ ଉପରକୁୁ ବୋମାମାଡ଼ କଲେ ଦୁର୍ବୃତ୍ତ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ବୋମାମାଡ଼। ନୟାପଲ୍ଲୀ ବ୍ରିଟ କଲୋନୀରେ ବୋମାମାଡ଼। କାର ଉପରକୁୁ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.