ଅନୁଗୋଳ : ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର, ଦିଦି ଗୁରୁତର

ଆଠମଲ୍ଲିକ ବ୍ଲକ ବଇଣ୍ଡାର ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତ ପ୍ଲାଷ୍ଟର ଖସି ଅଙ୍ଗନାବାଡି ଦିଦି ଗୁରୁତର ହୋଇଛନ୍ତି । ଗୁରୁତର ଦିଦିଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଇଣ୍ଡାର ଝିଲିମୁଣ୍ଡା ଅଙ୍ଗନାବାଡି କେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର । ଛାତ ପ୍ଲାଷ୍ଟର ଖସି ଅଙ୍ଗନାବାଡି ଦିଦି ଗୁରୁତର ହୋଇଛନ୍ତି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛୋଟ ଶିଶୁ । ଗୁରୁତର ଦିଦି ଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.