ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା, ଦିଦିଙ୍କ ଘରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରଛାତ୍ରୀ
ପାଟଣାଗଡ଼: ଅଙ୍ଗନୱାଡ଼ି କେନ୍ଦ୍ରକୁ ପିଲାମାନେ ପ୍ରତିଦିନ ପାଠ ପଢ଼ିବାକୁ ଯାଆନ୍ତି । କିନ୍ତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି ଅଙ୍ଗନୱାଡ଼ି କେନ୍ଦ୍ର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଖୁର୍ସେଲ ଗ୍ରାମପଞ୍ଚାୟତ ଇନ୍ଦପୁର ଗାଁରେ ଦୁଇଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏକ ନମ୍ବର…