ପାଞ୍ଚ ବର୍ଷ ତଳର ବଳାତ୍କାର ଘଟଣାରେ ଚାରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ Pocso କୋର୍ଟ

ବ୍ରହ୍ମପୁର(କେ ନ୍ୟୁଜ):  ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଗଷ୍ଟ ୧୫ ତାରିଖ ୨୦୧୭ ମସିହାରେ ଘଟିଥିବା ଏକ ଗଣ ବଳାତ୍କାର ମାମଲାର ଶୁଣାଣି କରି ବ୍ରହ୍ମପୁର Pocso କୋର୍ଟ ସେହି ଅଞ୍ଚଳର ୪ ଅଭିଯୁକ୍ତ ଯଥାକ୍ରମେ ବିକ୍ରମ କେଶରୀ ବାରିକ, ଗୁରୁନାଥ ବେହେରା, ଶ୍ରୀକୃଷ୍ଣ ବେହେରା, ଶଙ୍କର

ବିଶ୍ୱାଳଙ୍କୁ ୨୦ବର୍ଷ ଜେଲଦଣ୍ଡ ଶୁଣାଇବା ସହ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପକାଇଛନ୍ତି । Pocso ମାମଲା ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ଦଣ୍ଡ ଶୁଣାଇଛନ୍ତି, ବିଚାରଧିନ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.