କେନ୍ଦୁଝର: କୁକୁଡ଼ା ଲଢ଼େଇକୁ କେନ୍ଦ୍ର କରି ପୋଲିସ ଉପରକୁ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ

କେନ୍ଦୁଝର(କେନ୍ୟୁଜ୍):  କୁକୁଡ଼ା ଲଢ଼େଇକୁ କେନ୍ଦ୍ର କରି ପୋଲିସ-ଜନତା ମୁହାଁମୁହିଁ । ପୋଲିସ ଉପରେ ଉତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି । ପୋଲିସ ଗାଡ଼ି ଉପରକୁ ପଥର ମାଡ଼ କରିଛନ୍ତି ଲୋକ । କେନ୍ଦୁଝର ଜିଲ୍ଲା ପଣ୍ଡା ପଡ଼ା ଥାନା ପଣ୍ଡା ହାଟରେ ଏହି ଘଟଣା ଘଟିଛି ।

keonjhar 33

ଆଜି ସନ୍ଧ୍ୟାରେ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ସେଠାରେ ଚଢ଼ାଉ ପଣ୍ଡାପଡ଼ା ପୋଲିସ । କୁକୁଡାଙ୍କୁ ନେଇ ଯିବାରୁପୋଲିସ ଗାଡ଼ି କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ ଲୋକ । ଏଥିରେ ପଣ୍ଡା ପଡ଼ା ଥାନା ଅଧିକାରୀ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.