ଦାରିଂବାଡ଼ି ଉପ ଡାକଘରରେ ୨୦ ଦିନ ହେବ ଲିଙ୍କ୍‌ ଫେଲ୍

ଦାରିଂବାଡ଼ି(କେନ୍ୟୁଜ୍): ଦାରିଂବାଡ଼ି ଉପ ଡାକଘରରେ ଲିଙ୍କ୍‌ ଫେଲ ଯୋଗୁଁ ୨୦ ଦିନ ହେବ ବନ୍ଦ ରହିଛି ଡାକ ସେବା । ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଫେରି ଯାଉଛନ୍ତି । ଦଶ ହଜାରରୁ ଅଧିକ ଗ୍ରାହକ ଏହି ଡାକ ଘର ଉପରେ ନିର୍ଭର କରୁଥିବା ବେଳେ ଦୀର୍ଘ ଦିନ ଧରି ଲିଙ୍କ୍‌ ଫେଲ୍‌ ଯୋଗୁଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ବାରମ୍ବାର କଟିଯାଉଥିବାରୁ ଭିସାଟ୍‌ର ବ୍ୟବସ୍ଥା କରାଗଲେ ଆଉ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ପୋଷ୍ଟ ମାଷ୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.