ପୁରୀ: ଗଭର୍ଣ୍ଣର ହାଉସ ନୁହେଁ ଘରୋଇ ହୋଟେଲରେ ରାତି କାଟିବେ ରାଷ୍ଟ୍ରପତି

ପୁରୀ(କେନ୍ୟୁଜ): ୧୯ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥଳି। ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ  ବିଶ୍ରାମ କରିବେ ରାଷ୍ଟ୍ରପତି।  ପ୍ରୋଟୋକଲ ଅନୁସାରେ ଗଭର୍ଣ୍ଣର ହାଉସରେ ଆବଶ୍ଯକ ଏକମୋଡେସନ ବ୍ଯବସ୍ଥା ଓ ବ୍ଲୁ ବୁକ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲରେ ଅବସ୍ଥାନ କରିବେ ବୋଲି ରାଷ୍ଟ୍ରପତି ଭାବନରୁ ସୂଚନା ମିଳିଥିବା କହିଛନ୍ତି ଜିଲ୍ଲାପାଳ।

 

ସେପଟେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ପୁରୀ ହେଲିପ୍ଯାଡରେ କରିଛି ମକଡ୍ରିଲ । ୬ ଜଣିଆ ସଦଶ୍ଯ ହେଲିକ୍ଯାପ୍ଟରରେ ପହଞ୍ଚି ସେମାନଙ୍କ ରେଡ଼ିଓ freuqency ଟେଷ୍ଟିଙ୍ଗ କରିବା ସହ୍‌ ଲ୍ଯାଣ୍ଡିଙ୍ଗ ଉପରେ ବୈଷୟିକ ପରୀକ୍ଷଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.