ସୁବର୍ଣ୍ଣପୁର : ଜେଲ ଭିତରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ସୁବର୍ଣ୍ଣପୁର : ଜେଲ ଭିତରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଉପ କାରାଗାରରେ ଟିକୁ ଅଜଗର ନାମକ ଜଣେ କଏଦୀର ମୃତ୍ୟୁ ହୋଇଛି। ଗତ ୨୪ ତାରିଖରେ ଜଣେ କାର୍ଯ୍ୟରତ ଫାୟାର ମ୍ୟାନଙ୍କୁ ହତ୍ୟା ଅଭିଯୋଗରେ ଜେଲକୁ ଆସିଥିଲା ଟିକୁ। ଆଜି ଜେଲ ପରିସରରେ ଏକ ଶୌଚାଳୟରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ତା ଦେହରେ କଟା କ୍ଷତ ଚିହ୍ନ ହିଛି। ସୋନପୁର ଏସ୍‌ପି ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.