Below header
Browsing Tag

prisoner death

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ, ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ (କେନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ । ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ସଦର ଥାନା ବେଶାଳିଆ ଗାଁର ଅଥାନି ଦେହୁରୀଙ୍କର ମୃତ୍ୟୁ ହୋଇଛି । ଅଥାନୀ ଗତ ରବିବାର ଚୋରା ମଦ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିଲେ । ଅବକାରୀ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରି…

ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା: NHRC ଗାଇଡଲାଇନ ଅନୁଯାୟୀ ହେବ ତଦନ୍ତ

ପୁରୀ: ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାର NHRC ଗାଇଡଲାଇନ ଅନୁଯାୟୀ ହେବ ତଦନ୍ତ। ଟିମ୍‌ ଅଫ୍‌ ଡାକ୍ତର ଦ୍ୱାରା ମୃତଦେହ ବ୍ୟବଛେଦ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବ। ଗତକାଲି ବାସେଳିସାହି ଥାନା ହାଜତରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ମୃତ ଯୁବକ…

ବାଲେଶ୍ୱର : ବିଚାରାଧୀନ କଏଦୀର ମୃତ୍ୟୁକୁ ନେଇ ଫାଣ୍ଡି ଘେରିଲେ ଲୋକେ, ଆକ୍ରମଣରେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀର ମୃତ୍ୟୁ । କଏଦୀର ମୃତ୍ୟୁକୁ ନେଇ ଫାଣ୍ଡି ଘେରିଲେ ଗ୍ରାମବାସୀ । ଅଯୋଧ୍ୟା ଫାଣ୍ଡି ପୋଲିସ ଉପରକୁ ଢେଲା ପଥର ମାଡ଼ । ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଲା । ଏକ ଚୋରି ମାମଲାରେ ଜେଲ୍ ଯାଇ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ବେଦାନ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ

ଭବାନୀପାଟଣା (କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ଲାଞ୍ଜିଗଡ଼ ବେଦାନ୍ତ ଫାଟକ ସାମ୍ନାରେ ସଂଘର୍ଷ ମାମଲାରେ ବିଚାରଧୀନ ଥିବା ଜଣେ କଏଦୀଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟର ମୁଖ୍ୟ ଫାଟକ, ବେଦାନ୍ତ ଟାଉନ୍‌ସିପ୍‌…

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ମୃତ୍ୟୁ ମାମଲା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଝାରପଡ଼ା ଜେଲରେ ବିଚାରାଧୀନ କଏଦି ଅଖିଳ ବେହେରାଙ୍କ ମୃତ୍ୟୁ ମାମଲା । ଅଖିଳଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ବାଇଁସିଆ ଗାଁର ଅଖିଳ ବେହେରା ଭୁବନେଶ୍ୱରର ଏକ ବେସରକାରୀ କମ୍ପାନୀରେ ଚାକିରି କରୁଥିଲେ । ଏକ ଚୋରୀ…

ସୁବର୍ଣ୍ଣପୁର : ଜେଲ ଭିତରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ସୁବର୍ଣ୍ଣପୁର : ଜେଲ ଭିତରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଉପ କାରାଗାରରେ ଟିକୁ ଅଜଗର ନାମକ ଜଣେ କଏଦୀର ମୃତ୍ୟୁ ହୋଇଛି। ଗତ ୨୪ ତାରିଖରେ ଜଣେ କାର୍ଯ୍ୟରତ ଫାୟାର ମ୍ୟାନଙ୍କୁ ହତ୍ୟା ଅଭିଯୋଗରେ ଜେଲକୁ ଆସିଥିଲା ଟିକୁ। ଆଜି ଜେଲ ପରିସରରେ ଏକ ଶୌଚାଳୟରେ…

ଚୌଦ୍ୱାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ (କେନ୍ୟୁଜ୍) : ଚୌଦ୍ୱାର ସର୍କଲ ଜେଲରେ ଜଣେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀର ନାଁ ଶୁଭ୍ରାଂଶୁ ଦାସ । ଘର କଟକ ସହରରେ । କଟକର କେଶବ ବେହେରା ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲା। ଶୁଭ୍ରାଂଶୁକୁ ହତ୍ୟା କରାଯାଇଥିବା ପରିବାର ଲୋକ ଚୌଦ୍ୱାର ଥାନାରେ ଅଭିଯୋଗ…