ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ, ନୂଆ ରେଳ ଲାଇନ ସଂଯୋଗ ନେଇ ଦାବି

ପାଟଣାଗଡ଼ (କେନ୍ୟୁଜ୍) : ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ । ବଲାଙ୍ଗିରରୁ ନୂଆପଡ଼ା ଭାୟା ପାଟଣାଗଡ଼ ନୂଆ ରେଳ ଲାଇନ ସଂଯୋଗ ଦାବିରେ ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ଦୋକାନବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ବନ୍ଦ ଡାକରାରେ ପାଟଣାଗଡ଼ ବଣିକ ସଂଘ, ଆଦିବାସୀ ସଂଘ ସହ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.