କେବେ ଖୋଲିବ ଶ୍ରୀମନ୍ଦିର? ଶୀଘ୍ର ନିଆଯାଇପାରେ ବଡ ନିଷ୍ପତ୍ତି, ଆସନ୍ତା ଶନିବାର ଛତିଶା ନିଯୋଗ ବୈଠକ

ପୁରୀ: କେବେ ଖୋଲିବ ଶ୍ରୀମନ୍ଦିର। ଏନେଇ ଶୀଘ୍ର ନିଆଯାଇପାରେ ବଡ ନିଷ୍ପତ୍ତି। ବୈଠକରେ ଦର୍ଶନ ବ୍ୟବସ୍ଥାର ରୂପରେଖ ନେଇ ମଧ୍ୟ ସ୍ଥିରୀକୃତ ହେବ। ଆସନ୍ତା ଶନିବାର ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ।

ପହିଲିଭୋଗ ନୀତି ସହ ଆସନ୍ତା ବର୍ଷ ଜାନୁୟାରୀ ୧୪ତାରିଖରେ ମକର ସଂକ୍ରାନ୍ତି ଓ ୨୮ ତାରିଖରେ ଦେବାବିଷେକ ନୀତି ନେଇ ମଧ୍ୟ ନୀତି ନିର୍ଘଣ୍ଟ ହବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.