ପୁଣି ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଭଙ୍ଗାଚାଲିଛି ଉଠା ଦୋକାନ ଓ ବେଆଇନ ନିର୍ମାଣ

କଟକ: ପୁଣି ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ । ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। କମିସନରେଟ ପୋଲିସ , ଜିଲ୍ଲା ପ୍ରଶାସନ ଓ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ଯ।

ବାଦାମବାଡିରୁ ରାଣୀହାଟ ଯାଏ ରାସ୍ତା କଡ଼ରେ ଥିବା ଉଠା ଦୋକାନ ଓ ବେଆଇନ ନିର୍ମାଣକୁ  ଉଚ୍ଛେଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.