Below header
Browsing Tag

cuttack badambadi

ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ଖର୍ଚ୍ଚ ହେବ ୩୦ କୋଟି ୫୮ଲକ୍ଷ ୩୧ ହଜାର ୧୦୦ ଟଙ୍କା

କଟକ(କେନ୍ୟୁଜ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି…

ବଡ଼ମ୍ବାର ସିଂହନାଥ ପୀଠ ଟି-ସେତୁରେ ଦଳାଚକଟା:ଜଣେ ମହିଳା ମୃତ, ୨୦ରୁ ଅଧିକ ଆହତ

ନରସିଂହପୁର(କେନ୍ୟୁଜ୍):  ବଡ଼ମ୍ବା ସିଂହନାଥ ଟି-ସେତୁରେ ଦଳାଚକଟା। ଜଣେ ମହିଳା ମୃତ, ୨୦ରୁ ଅଧିକ ଆହତ । ଆହତଙ୍କ ମଧ୍ୟରୁ ୫ ଗୁରୁତର ସୂଚନା। ଗୁରୁତରଙ୍କ ମଧ୍ୟରେ ମହିଳା ଓ ପିଲା ଥିବା ଜଣାପଡ଼ିଛି। ୬ ଜଣଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ୩ଜଣଙ୍କୁ କଟକ ବଡ଼ ମେଡିକାଲକୁ…

ବିଳମ୍ବିତ ରାତ୍ରିରେ ତହସିଲଦାରଙ୍କର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ, ବାଲି ମାଫିଆ କିମ୍ବା ପଥର ମାଫିଆଙ୍କ ଉପରେ ସନ୍ଦେହ

ନରସିଂପୁର (କେନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତହସିଲଦାରଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାହା ସନ୍ଦେହ କରାଯାଉଛି ଗତ ବିଳମ୍ବିତ ରାତ୍ରରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ତହସିଲଦାରଙ୍କ ଗାଡ଼ି କୁ ଜାଳି ଚାଲିଯାଇଥିଲେ ଯେଉଁଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।…

ପୁଣି ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଭଙ୍ଗାଚାଲିଛି ଉଠା ଦୋକାନ ଓ ବେଆଇନ ନିର୍ମାଣ

କଟକ: ପୁଣି ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ । ବାଦାମବାଡିରୁ ରାଣୀହାଟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। କମିସନରେଟ ପୋଲିସ , ଜିଲ୍ଲା ପ୍ରଶାସନ ଓ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ଯ। ବାଦାମବାଡିରୁ ରାଣୀହାଟ ଯାଏ ରାସ୍ତା କଡ଼ରେ ଥିବା ଉଠା ଦୋକାନ ଓ…

କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍ ‘ଶ୍ରୀମନ୍ଦିର’‌, କାରଣ ଅସ୍ପଷ୍ଟ

କଟକ: କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍‌ । ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ହଠାତ୍ ବସ୍‌ ଜଳିଗଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ବସଟିର ନାଁ ଶ୍ରୀମନ୍ଦିର । ବସଟି ବରୀରୁ କଟକକୁ ଯାତାୟତ କରିଥାଏ। ତେବେ ବସ୍‌ ଭିତରେ କୌଣସି ଯାତ୍ରୀ…

କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା…

କଟକ: କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ । ସାମାଜିକ ଦୂରତ୍ୱ ପାଳନରେ ଅବହେଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଦାମବାଡି ମୁଖ୍ୟ ରାସ୍ତା ଉପରେ ପରିବା ବିକ୍ରି କରାଯିବ…