COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ, ଗତ ୧୫ ତାରିଖରେ ଫେରିଥିଲେ ଆମେରିକାରୁ

ପୁରୀ: COVID-19 ରେଜିଷ୍ଟ୍ରେସନ୍‌ ପୋର୍ଟାଲରେ ପଞ୍ଜିକରଣ କଲେ ଗଜପତି ଦିବ୍ୟସିଂହ ଦେବ । ବିଦେଶ ଫେରନ୍ତା ଓଡ଼ିଆଙ୍କୁ ୪୮ ଘଣ୍ଟା ଭିତରେ ପଞ୍ଜିକରଣ କରିବା ପାଇଁ କହିଥିଲେ ରାଜ୍ୟ ସରକାର । ଏହାପରେ ଗଜପତି ପଞ୍ଜିକରଣ କରିଛନ୍ତି । ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଆମେରିକାରୁ ଫେରିଥିଲେ ଗଜପତି ଦିବ୍ୟସିଂହ ଦେବ । ଗଜପତି ମହାରାଜ ଏବେ ତାଙ୍କ ବାସଭବନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.