ବିଶ୍ୱର ପ୍ରଥମ ଟାଟୁ ବାଇକ ତିଆରି କଲା ‘ଗେମ ଓଭର’ କମ୍ପାନୀ, ଜାଣନ୍ତୁ କେତେ ରହିଛି ଦାମ

କଷ୍ଟମ ମୋଟର ସାଇକେଲ ନିର୍ମାତା କମ୍ପାନୀ ‘ଗେମ ଓଭର’ ବିଶ୍ୱର ପ୍ରଥମ ଟାଟୁ ବାଇକ ତିଆରି କରିଛି। ଏହି ବାଇକ ହାରଲେ ଡେଭିଡସନ ହେରିଟେଜ ମୋଟର ସାଇକେଲ ଉପରେ ଆଧାରିତ ଅଛି। ଏହାର ପାଖାପାଖି ସବୁ ପାର୍ଟସ ଚମଡାରେ ତିଆରି ହୋଇଛି। ଏହି ଲେଦର ଉପରେ ହାତରେ ଟାଟୁ ବନାଯାଇଛି। ବାଇକର ଦାମ ରହିଛି ୧ ମିଲିୟନ ଡଲାର ଅର୍ଥାତ ପାଖାପାଖି ୭.୪ ଲକ୍ଷ ଟଙ୍କା।

FOT PATRYK OGORZALEK  POGOIMAGES COM

ଏହାକୁ ତିଆରି କରିବାରେ ୩୦୦୦ ଘଣ୍ଟା ଏବଂ ଟାଟୁ ପାଇଁ ଅତିରିକ୍ତ ୨୫୦୦ ଘଣ୍ଟା ସମୟ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ସାଇଲେନ୍ସରକୁ ବି ଟାଟୁ ମେସିନ ଭଳି ଡିଜାଇନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.