୫ଜଣ ଡକାୟତକୁ ଗିରଫ କଲା ପୁରୀ କୁମ୍ଭାରପଡ଼ା ପୋଲିସ

ପୁରୀ(କେ ନ୍ୟୁଜ):  ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ କୁମ୍ଭାରପଡ଼ା ପୋଲିସ । ଆଶ୍ରମ ଛକର ଏକ ନିକାଞ୍ଚନ ଜାଗାରେ କିଛି ଯୁବକ ଏକାଠି ହୋଇଥିବା ନେଇ ଖବର ପହଞ୍ଚିଥିଲା । ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନ୍ୟ ପକ୍ଷରେ ଦାଦାବଟି ଆଦାୟ କରିବା ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ପୁରୀ ମରିଚିକୋଟ ଛକରେ ଥିବା ଏକ ଆଶ୍ରମକୁ ଯାଇ ବାବାଜୀଙ୍କୁ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.