ବ୍ରହ୍ମପୁରରେ ବିଏମସି ପକ୍ଷରୁ ୬ଟି ହୋଟେଲରେ ଚଢ଼ାଉ, ପ୍ରାୟ ୭୦ ହଜାର ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ବିଏମସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ହୋଟେଲ ଗୁଡିକ ଉପରେ ଚଢ଼ାଉ। ଅସ୍ୱାସ୍ଥ୍ୟକର ପରିବେଶ, ରାସାୟନିକ ରଙ୍ଗର ବ୍ୟବହାର ସହ ପଚାସଢା ଖାଦ୍ୟକୁ ନେଇ ଚଢ଼ାଉ କରିଛି ବିଏମସି ।

୬ଟି ହୋଟେଲରୁ ସମୁଦାୟ ୭୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ନିଜେ ବିଏମସି କମିଶନର ଜେ.ସୋନାଲ, ଏନଫରସମେଣ୍ଟ ଟିମ୍ ଦ୍ଵାରା ଚଢ଼ାଉ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.