Below header

ରସୁଲଗଡ଼ ଓଭରବ୍ରିଜରେ ଫାଟ, ଝୁଲି ରହିଛି ସ୍ଲାବ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜରେ ଫାଟ । ଝୁଲି ରହିଛି ସ୍ଲାବ ।  ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ପୂର୍ବରୂ ମଧ୍ୟ ପଳାଶୁଣି ଫ୍ଲାଏ ଓଭର ଦବି  ଯିବାରୁ ଆତଙ୍କତି ଥିଲେ ଲୋକେ । ଏଭଳି ଭାବରେ ଗୋଟିଏ ପରେ ଗୋଟେ ଫ୍ଲାଏ  ଓଭରର ଏଭଳି ଘଟଣା  ଦେଖି ରାଜଧାନୀବାସୀ ଫ୍ଲାଏ ଓଭର ଦେଇ ଯାଆସ କରିବାକୁ ଡରିଲେଣି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.