ଆଜି ଗୋଟିଏ ଦିନରେ ରେକର୍ଡ, ଦିନକରେ ୪ ଲକ୍ଷ ଡୋଜ୍‌ ପାର କରିଛି ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ଟିକାକରଣରେ ରେକର୍ଟ । ଦିନକରେ ୪ ଲକ୍ଷ ଡୋଜ୍‌ ଟିକାକରଣ । ଗତ ମାସ ୨୧ ତାରିଖରେ ୩ ଲକ୍ଷ ୩୨ ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଥିଲା ।

ଏହା ପରେ ଆଜି ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.