Below header

ମହିଳାଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ସମ୍ପର୍କୀୟ: ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର କଲେ ଅନ୍ତିମ ସତ୍କାର

ଆନନ୍ଦପୁର: ମହିଳାଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ସମ୍ପର୍କୀୟ। ସ୍ୱାମୀ ଓ ଆମ୍ବୁଲାନ୍ସ ଡ୍ରାଇଭର କଲେ ଅନ୍ତିମ ସତ୍କାର। ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁର ଗୌରାଙ୍ଗ ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିଲେ ।

ଆଜି ତାଙ୍କର ମୃତ୍ୟୁ ହୋଇଛି। ଗୌରାଙ୍ଗଙ୍କ ଦୁଇ ପୁଅ ଓ ବୋହୂ କୋଭିଡ ପଜିଟିଭ୍‌ ହୋଇଥିବାରୁ ଅନ୍ତିମ ସତ୍କାର କରିବାକୁ କେହି ସମ୍ପର୍କୀୟ କି ସାହି ପଡିଶା ଆସିନଥିଲେ । ଫଳରେ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହଯୋଗରେ ସନ୍ତିମ ସତ୍କାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.