ଆଜି ଅପରାହ୍ନ ୪.୩୦ଟାରେ BMC କମିଶନରଙ୍କ ପ୍ରେସମିଟ୍‌, ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟବାସୀଙ୍କୁ ଦେଇପାରନ୍ତି ବାର୍ତ୍ତା

ଭୁବନେଶ୍ବର: ଆଜି ଅପରାହ୍ନରେ BMC କମିଶନରଙ୍କ ପ୍ରେସମିଟ୍‌ । କରୋନାର ଦ୍ୱିତୀୟ ସଂକ୍ରମଣକୁ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ବିଏମ୍‌ସି କମିଶନର। ଅପରାହ୍ନ ୪.୩୦ଟାରେ BMC କମିଶନରଙ୍କ ପ୍ରେସମିଟ୍‌ ।

କରୋନା ସଂକ୍ରମଣ ବୃଦ୍ଧି ନେଇ କରିପାରନ୍ତି କିଛି ନୂଆ ଘୋଷଣା। ଗତକାଲି ଭୁବନେଶ୍ୱରରୁ ୧୧୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ହୋଇଛନ୍ତି।

You might also like