ଯାଜପୁର : ବାରୁଣୀ ଘାଟରେ ଲାଗିଲା ୧୪୪ ଧାରା; ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ କଟକଣା

ଯାଜପୁର ଟାଉନ (କେନ୍ୟୁଜ):  ବାରୁଣୀ ସ୍ନାନ ଉପରେ ଲାଗିଲା ୧୪୪ ଧାରା। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ ପାଇଁ ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ୧୪୪ ଧାରା ଜାରି ରଖାଯାଇଛି। ଏହି କଟକଣା ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ରହିବ। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.