Below header

ରାଜଧାନୀରେ ରାତିର ଅନ୍ଧକାରରେ ମାତିଛନ୍ତି ନିଶାସକ୍ତ ବ୍ୟକ୍ତି, ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିବା ସହ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ରାତିର ଅନ୍ଧକାରରେ ମାତିଛନ୍ତି ନିଶାସକ୍ତ ବ୍ୟକ୍ତି। ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିବା ସହ ଖଣ୍ଡାରେ ଆକ୍ରମଣ। ଭୁବନେଶ୍ୱର ଜାଗମରା ଛକରେ ଥିବା କେତୁକା କମ୍ପ୍ଲେକ୍ସର ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ହୋଇଛି। ନିଶା ଖାଇବାକୁ ଟଙ୍କା ମାଗି ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରିଛନ୍ତି । ସଂପୂର୍ଣ୍ଣ ଘଟଣା ପାଖରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.