ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ: କାର୍ ଶୋ’ ରୁମ୍ ଭିତରେ ପଶି ଟଙ୍କା ବାକ୍ସ ଲୁଟି ନେଲେ
ରାଉରକେଲା: ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ନିକଟସ୍ଥ ଏକ ଗାଡ଼ି ଶୋ ରୁମରୁ କ୍ୟାସ ବାକ୍ସ ତାଡିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୋରୁମ୍ ରେ…