ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ, ୩ଜଣ ଦେହଜୀବୀ ଓ ୩ଜଣ ଗ୍ରାହକ ଗିରଫ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ। ରାଣୀଗୋଡ଼ା ଅଞ୍ଚଳର ଏର ଲଜ ଉପରେ ପୋଲିସ ଚଢାଉ କରି ୩ଜଣ ଦେହଜୀବୀ ଓ ୩ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେମାନଙ୍କ ସହ ୨ଜଣ ଦଲାଲଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରି ମଧ୍ୟ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.