ଚାନ୍ଦିପୁର: ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ, ରହିଛି ୫୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା
ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ପରୀକ୍ଷଣ ହୋଇଛି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ଵୀ-୨। ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ କରାଯାଇଛି। ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି କ୍ଷମତା ୩୫୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ରର ୫୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।
A successful training launch of a Short-Range Ballistic Missile, Prithvi-II was carried out on June 15, 2022 at approximately 1930 hrs from the Integrated Test Range, Chandipur, Odisha.
Note : Representational Image Only#Prithvi2 pic.twitter.com/lCTgk7RpHW
— DefenceXP (@Defence_XP) June 15, 2022
ଏହି କ୍ଷେପଣାସ୍ତ୍ର ସେନାରେ ମିଶିବା ପରେ ସେନାବାହିନୀର ଶକ୍ତି ଆହୁରି ବୃଦ୍ଧି ପାଇବ।
Also Read: ବଡ଼ମ୍ବା: ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ ୱାଇଲ୍ଡ ଲାଇଫ୍କୁ ରିପୋର୍ଟ ତଲବ