ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପୁନରୁଦ୍ଧାର କାମ : ଏଏସ୍ଆଇ ଡିଜି

ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ଫନି କ୍ଷତିଜନିତ ପୁନରୁଦ୍ଧାର କାମ । ଏହା କହିଛନ୍ତି ଏଏସ୍ଆଇ ଡିଜି ଡକ୍ଟର ଉଷା ଶର୍ମା । ପୁରୀ ଗସ୍ତରେ ଆସି ସେ ଜଗନ୍ନାଥ ମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ଲୁହା ପଥର ଭାରା ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମରାମତି ଓ ପୁନରୁଦ୍ଧାର ପାଇଁ ଦିଲ୍ଲୀରୁ ଜଣେ ବରିଷ୍ଠ ଅଧିକାରୀ ପୁରୀ ଆସିବେ ବୋଲି ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.