Browsing Tag

ratha yatra

ଶରଧାବାଲି ନାକଚଣା ଦ୍ବାରରେ ୩ ରଥ, ଆସନ୍ତାକାଲି ସନ୍ଧ୍ୟା ଦର୍ଶନ କରିବେ ଭକ୍ତ

ପୁରୀ : ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଅସୁଛି ଶ୍ରୀଜିଉଙ୍କ ଲୀଳାଖେଳା ।  ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରସ୍ତୁତି ଆରମ୍ଭ ।  ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଗଲା । ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିବା ବେଳେ ପରେ ମହାପ୍ରଭୁ…

ଅତି ନିଆରା ଭାବେ ହରିବୋଲ କ୍ଷେତ୍ରରେ ପାଳିତ ହେଉଛି ରଥଯାତ୍ରା, ଦର୍ଶନ ପାଇଁ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଦ୍ରକ: ଶ୍ରୀକ୍ଷେତ୍ର ପୁରୀ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କୁହା ଯାଉଥିବା ଭଦ୍ରକ ବ୍ଲକ ଅଧିନସ୍ଥ କେଶପୁର ଠାରେ ଅତି ନିଆରା ଭାବେ ରଥ ଯାତ୍ରା ଅନୁଷ୍ଠିତ…

ବିରଳ ରଥଯାତ୍ରା ପରମ୍ପରା, ଏଠାରେ ଛେରା ପହଁରା କରନ୍ତି ରାଣୀ

ବିରଳ ରଥଯାତ୍ରା । ମହାରାଣୀ କଲେ ଛେରା ପହଁରା । ପୁରୀ ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ରଥଯାତ୍ରା । ଏହି ସମୟରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପ୍ରଥା ଓ ପରମ୍ପରା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ଜଗନ୍ନାଥ ମନ୍ଦିର । ରାଜ ରାଜୁଡା ଶାସନ ସମୟରୁ…

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା,  ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ…

ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ

ବରଗଡ଼ : ମନ୍ଦିର ଭିତରୁ ଝୁଲି ଝୁଲି ବଡ଼ଦାଣ୍ଡକୁ ବାହାରୁଛନ୍ତି ମହାପ୍ରଭୁ ଦଧିବାମନ । ଘଣ୍ଟ , ଶଙ୍ଖ , ହୁଲାହୁଳି ସାଙ୍ଗ କୁ ଭଜନ ସଂକୀର୍ତ୍ତନ ରେ ପ୍ରକମ୍ପିତ ହେଉଛି ପରିବେଶ । କଳା ଠାକୁରଙ୍କ ଚାହାଣି ଟିକିଏ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି । ଏଆରି ଭିତରେ ଭକ୍ତଙ୍କ ମୁଖରୁ ବାହିରି…

ହଜାର ହଜାର ଭକ୍ତଙ୍କ ସମାଗମରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ରଥଯାତ୍ରା

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସଜେଇ ହୋଇଛି ଓଡ଼ିଶାର  ସମସ୍ତ ବଡଦାଣ୍ଡ । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି…

ରଥଟଣା ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ

ଭଦ୍ରକ : ରଥଟଣା ଶୋଭାଯାତ୍ରା ବେଳେ ଅଘଟଣ । ଡିଜେ ଗାଡ଼ି ଓଲଟି ଜଣେ ନାବାଳକର ମୃତ ଦୁଇ ଆହତ ।  ଏଭଳି ଦୁଃଖଦ ଘଟଣା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତସ୍ଥିତ ଅନହରପୁର ଠାରେ ଘଟିଥିବା ଜଣାପଡିଛି। ମୃତ ବାଳକ ହେଉଛନ୍ତି ଅନହରପୁର ଗ୍ରାମର । ସୂଚନା ଅନୁସାରେ ଗତ କାଲି ରାତିରେ ଅନହରପୁର ଠାରେ…

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟୁଇଟ୍‌ ରାଷ୍ଟ୍ରପତି କହିଛନ୍ତି ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଁ…

ଆଜି ପବିତ୍ର ରଥଯାତ୍ରା: ଶ୍ରୀଜୀଉଙ୍କ ଅପେକ୍ଷାରେ ୩ ରଥ

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୧୦ ହଜାର ପୁଲିସ ଫୋର୍ସ, ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ…

ପୁରୀ : ରଥଯାତ୍ରା ପାଇଁ ଜେନେରାଲ ପୋଲିସ ପକ୍ଷରୁ ବ୍ରିଫିଂ କରାଯାଇଛି । ଏଥି ସହ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡ଼ଭାଇଜରୀ ଜାରି ହୋଇଛି । ଡିଜି ପୋଲିସଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ । ରଥଯାତ୍ରା ପାଇଁ ମୁତୟନ ହେବେ ୧୦…

ଶେଷ ପର୍ଯ୍ୟାୟରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ, ନିର୍ମାଣରେ ଲାଗିଛନ୍ତି ପାରମ୍ପରିକ ମହାରଣା ସେବକ

କେନ୍ଦ୍ରାପଡା: କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ମହାରଣା କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ବଡ ଠାକୁର ଶ୍ରୀବଳଦେବଙ୍କ ବ୍ରହ୍ମ ତାଳଧ୍ଵଜ ନିର୍ମାଣରେ ଲାଗିଛନ୍ତି ପାରମ୍ପରିକ ମହାରଣା ସେବକ । ଆଉ…

୨୫ରେ ଲଘୁଚାପ: ବର୍ଷାରେ ଭିଜିବ ରଥଯାତ୍ରା, ୨ ୮ଯାଏଁ ପ୍ରବଳ କାଚିବ

ଭୁବନେଶ୍ୱର : ୨୫ରେ ଲଘୁଚାପ, ବଢ଼ିବ ବର୍ଷା । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି । ଆଜି ରାୟଗଡ଼ା…