ଭୁବନେଶ୍ୱର : ସିଲ୍‌ ହେଲା ସିଲିକନ୍‌ ଇଂଜିନିୟରିଂ କଲେଜ, ମାନି ନଥିଲେ କୋଭିଡ୍‌ କଟକଣା

ଭୁବନେଶ୍ୱର(କେନ୍ୟୁଜ୍‌) : କୋଭିଡ୍‌ କଟକଣା ଲଂଲଘନ କରିଥିବାରୁ ଭୁବନେଶ୍ୱର ସିଲିକନ୍‌ ଇଂଜିନିୟରିଂ କଲେଜ ସିଲ୍‌ ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜଣାଯାଇଛି ।

ଗତକାଲି କୋଭିଡ କଟକଣା ଉଂଲଘନ ଅଭିଯୋଗରେ ସିଲିକନ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ବିଏମ୍‌ସି । ତେବେ ଶିକ୍ଷାନୁଷ୍ଠାନ କର୍ତ୍ତପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ରଖିନପାରିବାରୁ ଆଜି ସିଲ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.