ସୁନ୍ଦରଗଡ ବଣାଇରେ ହେଲା ତୁଷାରପାତ, ଜନଜୀବନ ହେଲା ଅସ୍ତବ୍ୟସ୍ତ

ବଣାଇ(କେନ୍ୟୁଜ୍):ସୁନ୍ଦରଗଡ ବଣାଇରେ ଖସିଛ ପାରଦ। ଆଜି ବଣାଇ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପାରଦ ୫ ଡିଗ୍ରୀକୁ ଖସି ଆସିଛି । ଏଥିପାଇଁ ଆଖପାଖ ଅଞ୍ଚଳରେ ସକାଳୁ ହୀମ ଚାଦରର ଆସ୍ତରଣ ଧରା ପ୍‌ଷ୍ଠରେ ପଡୁଥିବାର ଦେଖାଦେଇଛି। ବଣାଇରେ ଏଭଳି ବରାଫପାତରେ ସାଧାରଣ ଜନତା ଓ ବୟସ୍କ ଲୋକ ମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ୧୦ଟା ପରେ ଜନସାଧାରଣ ବାହାରୁଛନ୍ତି  ଓ  ସକାଳୁ ସମସ୍ତ ନିଆଁ ପୁଆଁଇ ଶୀତୁଆ  ସକାଳର ମଜା ନେଇଥିବାର ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.