କରୋନା ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ୍‌ ନମ୍ବର, ଗୃହ ବିଭାଗ ପକ୍ଷରୁ ୨ଟି ନମ୍ବର ଜାରି

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ୍‌ ନମ୍ବର । ଗୃହ ବିଭାଗ ପକ୍ଷରୁ ୨ଟି ନମ୍ବର ଜାରି କରାଯାଇଛି । ୦୬୭୪-୨୩୯୨୧୧୫ ଓ ୯୪୩୮୯୧୫୯୮୬ ନମ୍ବର ଜାରି ହୋଇଛି । ଆଇପିଏସ୍‌ ଅମିତାଭ ଠାକୁର କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ । ଏହି କଣ୍ଟ୍ରୋଲ ରୁମ୍‌ ନମ୍ବର ଆଜିଠୁ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.