ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୨ ଜଣ ସାଂସଦ ଓ ୧୧ ବିଧାୟକଙ୍କୁ ମନୋନୀତ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୩ ସଦସ୍ୟ ମନୋନୀତ । ୨ ଜଣ ସାଂସଦ ଓ ୧୧ ବିଧାୟକଙ୍କୁ ମନୋନୀତ କରିଛନ୍ତି ସରକାର । WODC ସଦସ୍ୟ ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମନୋନୀତ ହୋଇଛନ୍ତି ।

ସେହିପରି ବିଧାୟକ କିଶୋର ମହାନ୍ତି, ପ୍ରଦୀପ୍ତ ନାଏକ, ପ୍ରଦୀପ ଅମାତ, ଶାରଦା ନାୟକ, ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ସରୋଜ ମେହେର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ଦିଶାରୀ, ଦେବେଶ ଆଚାର୍ଯ୍ୟ ଓ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପଶ୍ଚିମ ଓଡ଼ିଶା ବିକାଷ ପରିଷଦ ସଦସ୍ୟ ଭାବରେ ମନୋନୀତ କରିଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.