କ୍ରାଇମବ୍ରାଞ୍ଚକୁ ବଡ ସଫଳତା: ଧରାପଡିଲା ବନ୍ଧୁକ ବେପାରୀ, ୮ ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ

ଭୁବନେଶ୍ବର(କେନ୍ୟୁଜ୍): କ୍ରାଇମବ୍ରାଞ୍ଚକୁ ଏକ ବଡ ସଫଳତା ମିଳିଛି । କ୍ରାଇମବ୍ରାଞ୍ଚ STF ହାତରେ ଧରା ପଡିଛି ବନ୍ଧୁକ ଚୋରା ଚାଲାଣକାରୀ। ଜଣେ ବେପାରୀକୁ ଗିରଫ କରିଛି STF। ତା ନିକଟରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ଜବତ କରାଯାଇଛି। ଗିରଫ ବେପାରୀ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ରତ୍ନାକର କାଲତାକୁ ଗିରଫ କରିଛି STF।

gun smuggler

ତେବେ ସେ କେଉଁଠାରୁ ବନ୍ଧୁକ ଆଣିଥିଲା ଓ ରାଜଧାନୀରେ  କାହାକୁ କାgun seizedହାକୁ ବନ୍ଧୁକ ବିକିଛି  ତାହାର ତଦନ୍ତ କରୁଛି  ଏସଟିଏଫ। ଏଭଳି ବନ୍ଧୁକ ବେପାରୀମାନଙ୍କୁ କାବୁ କରିବା ପାଇଁ ଆଗାମୀ ଦିନରେ ଧରପଗଡ଼ ଜୋରଦାର ହେବ ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.