କଲରାପତରିଆ ଓ ମହାବଳ ବାଘ ଛାଲ ଜବତ, ବ୍ୟବସାୟୀ ଗିରଫ

ବୌଦ୍ଧ (କେନ୍ୟୁଜ): ବାଘ ଚମଡ଼ା ଜବତ, ଦଲାଲ ଗିରଫ। ବୌଦ୍ଧରୁ ମହାବଳ ବାଘର ଚମଡ଼ା ଓ ସୋନପୁରରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ବୌଦ୍ଧରେ ଧରା ପଡିବା ପରେ ସୋନପୁରର ବାଘ ଚମଡ଼ା ଲିଙ୍କ ଦେଇଥିଲା ଅଭିଯୁକ୍ତ । ମହାବଳ ବାଘ ଚମଡାକୁ ୩୦ଲକ୍ଷ ଓ କଲରାପତରିଆ ଚମଡାକୁ ୨୫ଲକ୍ଷ ଟଙ୍କାରେ ଡିଲ କରୁଥିବା ବେଳେ ଧରିଲା STF । ଏନେଇ STF ର ଜାଞ୍ଚ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.